Meaning : ଯାହାର ସୀମା ନାହିଁ
Example :
ସନ୍ଥ ଭଗବାନଙ୍କ ଅସୀମ ଲୀଳାର ଗୁଣଗାନ କରୁଛନ୍ତି ହରି ଅନନ୍ତ,ହରି କଥା ଅଶେଷ
Synonyms : ଅନନ୍ତ, ଅନାଦି, ଅପରିମେୟ, ଅପରିହିତ, ଅପାର, ଅମୀତ, ଅସୀମ, ଅସୀମିତ, ସୀମାହୀନ
Translation in other languages :
जिसकी सीमा न हो।
संतजी भगवान की असीम लीला का गुणगान कर रहे हैं।Meaning : ଯାହାର ମାପ ହୋଇପାରିବ ନାହିଁ ବା ଯାହା ମାପ କରାଯାଇପାରିବ ନାହିଁ
Example :
ସୃଷ୍ଟି ଅମାପ ସମ୍ପଦର ଖଣି
Synonyms : ଅପରିମିତ, ଅପର୍ଯ୍ୟାପ୍ତ, ଅସୀମ
Translation in other languages :
Impossible to measure.
Unmeasurable reaches of outer space.