Subscribe
URL of the page has been copied to clipboard.
Meaning : ଶୋଭା ପାଉଥିବା
Example : ରାଜାଙ୍କ ମୁଣ୍ଡରେ ରତ୍ନଜଡ଼ିତ ମୁକୁଟ ସୁଶୋଭିତ
Synonyms : କଳିତ, ବିରାଜିତ, ଶୋଭିତ, ସୁଶୋଭିତ, ସୁସଜ୍ଜିତ
Translation in other languages :हिन्दी English
शोभा देने वाला।
Provided with something intended to increase its beauty or distinction.
Meaning : ଅଳଙ୍କୃତ କରାଯାଇଥିବା ବା ରତ୍ନଆଦିରେ ଯେ ସୁସଜ୍ଜିତ
Example : ସମାରୋହରେ ସ୍ୱର୍ଣ୍ଣାଭୂଷଣଦ୍ୱାରା ଅଳଙ୍କୃତ ମହିଳାଙ୍କ ଉପରେ ସମସ୍ତଙ୍କ ନଜର ପଡ଼ିଥିଲା
Synonyms : ଅଳଙ୍କୃତ, ଆଭୂଷିତ, ବିଭୂଷିତ, ଭୂଷିତ, ମଣ୍ଡିତ, ସଜ୍ଜିତ
Translation in other languages :हिन्दी
आभूषणों या गहनों से युक्त या अलङ्कृत।
Install App