Meaning : ଯାହାର କାର୍ଯ୍ୟ କ୍ଷେତ୍ର ସୀମିତ
Example :
ବାପା ଅବ୍ୟାପ୍ୟ କର୍ମଚାରୀ
Synonyms : ସୀମିତ କ୍ଷେତ୍ରର
Translation in other languages :
Meaning : ଯେ ସମ୍ପୂର୍ଣ୍ଣ ବିସ୍ତାରିତ ଭାବେ ବିଛେଇ ହୋଇ ନଥାଏ ବା ଯେ ସବୁ ପରିସ୍ଥିତି ବା ସ୍ଥିତିରେ ସମାନ ରୂପରେ ବିଛୁରିତ ହୋଇ ନ ଥାଏ
Example :
ସେ ନିଜ ଅବ୍ୟାପ୍ୟ ମନର ଯନ୍ତ୍ରଣା କାହାକୁ କହି ପାରେ ନାହିଁ
Translation in other languages :
जो पूरे विस्तार पर छाया हुआ न हो या जो सब परिस्थियों या स्थितियों में समान रूप से फैला हुआ न हो।
वह अपने अव्याप्य मन की पीड़ा किसी से नहीं कह सकता।