Meaning : ଅହଙ୍କାର ବା ଦର୍ପରେ ପୂର୍ଣ୍ଣ
Example :
ଅହଙ୍କାରୀ ବ୍ୟକ୍ତି ସମାଜ ନିମନ୍ତେ ଅଭିଶାପ ହୋଇଥାଏ
Synonyms : ଅବିନୀତ, ଅହଙ୍କାରୀ, ଗର୍ବୀ, ଦର୍ପୀ, ଦାମ୍ଭିକ
Translation in other languages :
अभिमान या दर्प से भरा हुआ।
अभिमानी व्यक्ति समाज के लिए अभिशाप होते हैं।