Subscribe
URL of the page has been copied to clipboard.
Meaning : ରାସ୍ତା ଅଭାବ
Example : ଅବାଟରେ ଯିବା ଯୋଗୁଁ ଜଙ୍ଗଲରୁ ବାହାରକୁ ବାହାରିବା ବହୁତ କଠିନ ଥିଲା
Synonyms : ଅମାର୍ଗ
Translation in other languages :हिन्दी
मार्ग का अभाव।
Meaning : ନ ଚାଲିବା ଯୋଗ୍ୟ ବାଟ ଅଥବା ବିକଟ ବା ଆବୁଡ଼ାଖାବୁଡ଼ା ବାଟ
Example : ଅବାଟରେ ଚାଲିବାରୁ ତାଙ୍କୁ ବହୁତ କଷ୍ଟର ସମ୍ମୁଖୀନ ହେବାକୁ ପଡ଼ିଲା
Synonyms : ଅପଥ, କୁପଥ, କୁମାର୍ଗ, ବିପଥ
न चलने योग्य मार्ग अथवा विकट या बीहड़ मार्ग।
Install App