Meaning : ବୋଧ କରିବା ବା ହେବାର କ୍ଷମତା
Example :
ସମସ୍ତଙ୍କ ବୋଧନ କ୍ଷମତା ଏକାଭଳି ନୁହେଁ
Synonyms : ଜ୍ଞାନ, ବୁଝିବାଶକ୍ତି, ବୋଧନ କ୍ଷମତା
Translation in other languages :
बोध करने या होने की क्षमता।
सबकी बोधन क्षमता एक जैसी नहीं होती।Meaning : ବୋଧ ହେବାର ଅବସ୍ଥା ବା ଭାବ
Example :
ନେତ୍ରହୀନକୁ ସ୍ପର୍ଶଆଦିଦ୍ୱାରା ବସ୍ତୁଗୁଡ଼ିକର ଅବବୋଧନ ହୋଇଥାଏ
Translation in other languages :
The process of perceiving.
perception