Meaning : କାମ ବନ୍ଦ ହେବାର ସେହି ଦିନ, ଯେଉଁଦିନ ନିୟମିତ ରୂପରେ ଲୋକେ କାମରେ ଉପସ୍ଥିତ ରହନ୍ତି ନାହିଁ
Example :
ଭାରତ ସରକାର ରବିବାର ଦିନକୁ ଛୁଟି ଘୋଷିତ କରିଛନ୍ତି
Synonyms : ଛୁଟି
Translation in other languages :
Meaning : ଆରାମର ସମୟ
Example :
ଆପଣ ମୋ ସହିତ ଫୁରସତ୍ ବେଳେ ମିଶନ୍ତୁ
Synonyms : କାର୍ଯ୍ୟାବକାଶ, ଫୁରସତ୍, ବିରାମ ସମୟ, ବିଶ୍ରାମ ସମୟ
Translation in other languages :
Meaning : କୌଣସି ବିଶିଷ୍ଟ ସମୟ
Example :
ଏଠାରେ ପ୍ରତିବର୍ଷ ବିଜୟାଦଶମୀ ଅବସରରେ ରାମ ଲୀଳାର ଆୟୋଜନ କରାଯାଏ
Synonyms : ଅବସର
Translation in other languages :
Meaning : ଗୋଟିଏ ପ୍ରକାରର ଛନ୍ଦ
Example :
ଅବକାଶର ଏକ ଉତ୍ତମ ଉଦାହରଣ ହେଉଛି ଏହି କାବ୍ୟ ରଚନା
Synonyms : ଅବକାଶ ଛନ୍ଦ
Translation in other languages :
Meaning : ଫାଲୁତ ଅବା ଅତିରିକ୍ତ ସମୟ
Example :
କେଉଁଠାକୁ ଯିବା-ଆସିବା ପାଇଁ ମୋ ପାଖରେ ଅବକାଶ କାଇଁ
Synonyms : ଅତିରିକ୍ତ ସମୟ, ଫାଲୁତ ସମୟ, ବଳକା ସମୟ
Translation in other languages :