Meaning : ଅପ୍ରିୟ କହୁଥିବା ବା ପ୍ରିୟ କହୁନଥିବା ବ୍ୟକ୍ତି
Example :
କଟୁଭାଷୀ ବ୍ୟକ୍ତି ନିନ୍ଦାର ପାତ୍ର ହୋଇଥାନ୍ତି କଟୁଭାଷୀ ବ୍ୟକ୍ତି ନିଜକଥାରେ ନିଜପାଇଁ ପର ହୋଇଯାଏ
Synonyms : ଅପ୍ରିୟଭାଷୀ, କଟୁଭାଷୀ, କର୍କଶ ଭାଷୀ
Translation in other languages :
अप्रिय बोलनेवाला या जो प्रिय न बोलता हो।
अप्रियभाषी व्यक्ति निंदा का पात्र होता है।