Meaning : ଯେଉଁଥିରେ କିଛି ସତ୍ୟତା ବା ଯଥାର୍ଥତା ନାହିଁ
Example :
ନ୍ୟାୟାଳୟରେ ତାଙ୍କଦ୍ୱାରା ଦିଆଯାଇଥିବା ବର୍ଣ୍ଣନା ଆଧାରହୀନ
Synonyms : ଆଧାରହୀନ, ନିରାଧାର, ଭିତ୍ତିହୀନ
Translation in other languages :
Without a basis in reason or fact.
Baseless gossip.