Meaning : ବିଶ୍ୱାସ ନହେବା ଅବସ୍ଥା ବା ଭାବ
Example :
ଲୋକଙ୍କ ପ୍ରତି ଅବିଶ୍ୱାସ ହିଁ ଆଉରଙ୍ଗଜେବଙ୍କ ପତନର ସବୁଠୁ ବଡ଼ କାରଣ ଥିଲା
Synonyms : ଅବିଶ୍ୱାସ, ବିଶ୍ୱାସହୀନତା
Translation in other languages :
विश्वास न होने की अवस्था या भाव।
लोगों के प्रति अविश्वास ही औरंगज़ेब के पतन का सबसे बड़ा कारण था।