Meaning : କାହାର ହାନି କରୁଥିବା କୌଣସି ଅନୁଚିତ କାର୍ଯ୍ୟ
Example :
ବେଳେ ବେଳେ ଆମେ ଆମ ଅଜଣାରେ ଅପରାଧ କରିଥାଉ
Translation in other languages :
Meaning : ଦୋଷୀ ହେବାର ଅବସ୍ଥା ବା ଭାବ
Example :
ସ୍ବାମୀର ଦୋଷ ପ୍ରମାଣିତ କଲାପରେହିଁ ସ୍ତ୍ରୀ ସମ୍ବନ୍ଧ ବିଚ୍ଛେଦ କରି ପାରିବ
Synonyms : ଦୋଷ
Translation in other languages :
Meaning : ଏପରି କାମ ଯାହା କୌଣସି ବିଧିବିଧାନର ବିରୋଧାଚରଣ କରେ ଏବଂ ଯାହାପାଇଁ କର୍ତ୍ତାକୁ ଦଣ୍ଡ ମିଳିପାରେ
Example :
ବାଳଶ୍ରମିକଙ୍କୁ କାମରେ ଲଗାଇବା ଏକ ଅପରାଧ
Synonyms : ଭୁଲ୍
Translation in other languages :
Meaning : ଯେ ସ୍ୱଭାବରେ ଅପରାଧପ୍ରବଣ ବା ଅପରାଧ କରିବାପାଇଁ ପ୍ରବୃତ୍ତ ହୁଏ
Example :
ଧ୍ୟାନ ଅପରାଧ ପ୍ରବୃତ୍ତିକୁ ଦୂର କରେ