Meaning : ଯାହା ନିହିତ ବା ଅନ୍ତର୍ଗତ
Example :
ଏହି କବିତାରେ ଭଲ ବିଚାର ସମାବିଷ୍ଟ ହୋଇଛି
Synonyms : ଅଙ୍ଗିଭୁତ, ନିହିତ, ସନ୍ନିବିଷ୍ଟ, ସମାବିଷ୍ଟ
Translation in other languages :
Meaning : କାହାରି ଭିତରେ ଲୁଚି, ସନ୍ନିବେଶିତ ହୋଇ, ବା ମିଶି ରହିଥିବା
Example :
ଶୈବାଳ, ଛତୁ ମଧ୍ୟ ଉଦ୍ଭିଦଜଗତର ଅନ୍ତର୍ଭୁକ୍ତ ସେ ମଧ୍ୟ ଏହି କାମରେ ଅନ୍ତର୍ଭୁକ୍ତ
Synonyms : ଅନ୍ତର୍ଭୁକ୍ତ, ସମ୍ମିଳିତ, ସାମିଲ
Translation in other languages :