Subscribe
URL of the page has been copied to clipboard.
Meaning : ସମାନ ନ ହେବା ଅବସ୍ଥା ବା ଭାବ
Example : ଏହି ଦୁଇ ବସ୍ତୁରେ ବହୁତ ଅନ୍ତର
Synonyms : ଅସମାନତା, ପାର୍ଥକ୍ୟ, ପ୍ରଭେଦ, ଫରକ, ବିଷମତା, ଭିନ୍ନତା, ଭିନ୍ନତ୍ୱ, ଭେଦ
Translation in other languages :हिन्दी English
समान न होने की अवस्था या भाव।
The quality of being unlike or dissimilar.
Meaning : ପ୍ରାଣୀମାନଙ୍କ ମଧ୍ୟରେ ଅନୁଭବ, ସଙ୍କଳ୍ପ-ବିକଳ୍ପ,ଇଚ୍ଛା, ବିଚାରଆଦି କରିପାରିବା ଶକ୍ତି
Example : ମନର ଚଞ୍ଚଳତାକୁ ଦୂର କରିବା କଠିନ କାର୍ଯ୍ୟ ଅନ୍ୟର ମନ କଥା କିଏ ଜାଣି ପାରିବ?
Synonyms : ଚିତ୍ତ, ମନ, ମାନସ, ହୃଦୟ
Translation in other languages :हिन्दी
प्राणियों में अनुभव, संकल्प-विकल्प, इच्छा, विचार आदि करने वाली शक्ति।
Meaning : ଦୁଇଟି ବିଷୟ ମଧ୍ୟରେ ବିଶେଷ ବିଷମତା ବା ଫରକ
Example : ଆୟ ଓ ବ୍ୟୟରେ ଅତ୍ୟଧିକ ଅନ୍ତର କାରଣରୁ ବହୁତ ଅସୁବିଧା ହେଉଛି
Synonyms : ଅସମାନତା, ଫରକ
* दो आँकड़ों में एक विशिष्ट विषमता या फर्क।
A conspicuous disparity or difference as between two figures.
Install App