Meaning : ଅନୁସନ୍ଧାନ କରିବା ବାଲା ବ୍ୟକ୍ତି
Example :
ଅନୁସନ୍ଧାନୀ ଅନୁସନ୍ଧାନ କାର୍ଯ୍ୟରେ ଲାଗିରହିଛି
Synonyms : ଅନୁସଂଧାନ କର୍ତ୍ତା, ଅନୁସନ୍ଧାନ କର୍ତ୍ତା, ଅନୁସନ୍ଧାନୀ
Meaning : ଗବେଷଣା କରୁଥିବା ଲୋକ
Example :
ଜଣେ ଗବେଷକ ଛାତ୍ରକୁ ଏବେ ପି.ଏଚ୍.ଡି. ଉପାଧି ମିଳିଲା
Synonyms : ଅନ୍ୱେଷକ, ଗବେଷକ, ଗବେଷଣାକାରୀ, ଶୋଧକର୍ତ୍ତା
Translation in other languages :
शोध करने वाला।
एक शोधक छात्र को अभी-अभी पी एच डी की उपाधि मिली है।