Meaning : କୌଣସି କାମ, ସମାଜଆଦିରେ ବିରାଗୀ ନହେବା ଭାବ
Example :
ବିଷୟାସକ୍ତି କାରଣରୁ ହିଁ ଆମେ ମୋହମାୟାରେ ଛନ୍ଦି ହୋଇଯାଇଥାଉ
Synonyms : ଅବିରକ୍ତି, ଅବୈରାଗ୍ୟ, ବିଷୟାସକ୍ତି
Translation in other languages :
किसी कर्म, समाज आदि से विरक्त न होने का भाव।
अविरक्ति के कारण ही हम मोह माया में जकड़े हुए हैं।A feeling of great liking for something wonderful and unusual.
captivation, enchantment, enthrallment, fascinationMeaning : କାହାର ରୂପ, ଗୁଣଆଦି କାରଣରୁ ତା ଉପରେ ପ୍ରସନ୍ନ, ଅନୁରକ୍ତ, ବା ମୋହିତ ହେବା
Example :
ଶ୍ୟାମ ରାଧାଙ୍କ ସୁନ୍ଦରତାରେ ଆସକ୍ତ ମୀରା ମୋହନପ୍ରତି ଆସକ୍ତ
Synonyms : ଆସକ୍ତ ହେବା, ଢଳିବା, ମୋହିତ ହେବା
Translation in other languages :
किसी के रूप, गुण आदि के कारण उस पर प्रसन्न, अनुरक्त या मोहित होना।
श्याम राधा की सुन्दरता पर आसक्त है।Meaning : ଯେ ପ୍ରେମରେ ଆସକ୍ତ
Example :
ପ୍ରେମାସକ୍ତ ପୁରୁରବାଙ୍କପାଇଁ ଉର୍ବଶୀ ସ୍ୱର୍ଗ ଛାଡି ପୃଥିବୀକୁ ଆସିଥିଲେ
Synonyms : ଅନୁରାଗଯୁକ୍ତ, ଅନୁରାଗୀ, ଆଶକ୍ତ, ପ୍ରେମଯୁକ୍ତ, ପ୍ରେମାଶକ୍ତ
Translation in other languages :