Meaning : ଯାହକୁ ଅନୁମତି ଦିଆଯାଇଛି
Example :
ମୁଁ ପଞ୍ଚାୟତଦ୍ୱାରା ସ୍ୱୀକୃତ କାର୍ଯ୍ୟ ହିଁ କରୁଛି
Synonyms : ଅନୁଜ୍ଞାତ, ଅନୁମୋଦିତ, ସ୍ୱୀକୃତ
Translation in other languages :
जिसकी अनुमति दी गई हो या मिल गई हो।
मैं पंचायत द्वारा स्वीकृत कार्य ही कर रहा हूँ।Meaning : ଯାହାପାଇଁ ସ୍ୱୀକୃତି ମିଳିଯାଇଛି
Example :
ସ୍ୱୀକୃତ ଯୋଜନା ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ
Synonyms : ଅନୁଜ୍ଞାପିତ, ସ୍ୱୀକୃତ