Meaning : ଯିଏ କୌଣସି ଘଟଣା ନିଜ ଆଖିରେ ଦେଖିଛି
Example :
ଓକିଲ ନ୍ୟାୟାଳୟରେ ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀକୁ ବହୁତ ପଚରାପଚରି କରୁଥିଲେ
Synonyms : ପ୍ରତ୍ୟକ୍ଷଦର୍ଶୀ
Translation in other languages :
जिसने कोई घटना अपनी आँखों से देखी हो।
अधिवक्ता न्यायालय में चश्मदीद गवाहों से काफ़ी पूछाताछ कर रहा था।Meaning : ଯିଏ ଭୋଗ କରିସାରିଛି ବା ଭୋଗକାରୀ
Example :
ଆଜିକାଲି ରେଳରେ ସଂରକ୍ଷଣ ମିଳିବା କେତେ କଷ୍ଟକର ଏହା କୌଣସି ଭୁକ୍ତଭୋଗୀ ବ୍ୟକ୍ତିହିଁ ଜାଣିପାରିବ
Translation in other languages :
Having experience. Having knowledge or skill from observation or participation.
experienced, experientMeaning : ଅନୁଭବ ଧାରଣ କରୁଥିବା ଲୋକ ବା ଯାହାର କୌଣସି କାମ ଓ ବସ୍ତୁର ଅନୁଭବ ଥାଏ
Example :
ଏହି କାମପାଇଁ ଅନୁଭବୀ ବ୍ୟକ୍ତିର ଆବଶ୍ୟକତା ରହିଛି
Synonyms : ଜଣାଶୁଣା
Translation in other languages :
Having experience. Having knowledge or skill from observation or participation.
experienced, experientMeaning : ଯାହାପାଖରେ ଅନୁଭବ କରିବାର ଶକ୍ତି ଥାଏ
Example :
ଶ୍ୟାମ ପିଲାଦିନରୁ ହିଁ ଅନୁଭବୀ
Translation in other languages :