Meaning : ଏଭଳି ମାନସିକତା ଯାହାର ବାହ୍ୟ ପ୍ରତିକ୍ରିୟା ନଥାଇ ମଧ୍ୟ ସୁଖ-ଦୁଃଖକୁ ଅନୁଭବ କରିହୁଏ
Example :
ବେଳେବେଳେ ଭବିଷ୍ୟତରେ ଘଟିବାକୁ ଯାଉଥିବା ଘଟଣାର ଅନୁଭୂତି ମିଳିଯାଏ ମୃତ ଶରୀର ଅନୁଭୂତି ଶୂନ୍ୟ ହୋଇଥାଏ
Synonyms : ଅନୁଭୂତି
Translation in other languages :
An unelaborated elementary awareness of stimulation.
A sensation of touch.Meaning : ଯେଉଁ ଘଟଣା ଧରିହୁଏ ବା ବୁଝିହୁଏ
Example :
ଆଜି ମୋର ଗୋଟିଏ ଅଦ୍ଭୁତ ଅନୁଭବ ହେଲା
Translation in other languages :
वह घटना जो किसी के साथ घटी हो या जिससे कोई गुजरा हो।
आज मुझे एक अद्भुत अनुभव हुआ।An event as apprehended.
A surprising experience.Meaning : ଏହି ଜ୍ଞାନ ଯାହା କୌଣସି କାମ ବା ପ୍ରୟୋଗରେ ପ୍ରାପ୍ତ ହୋଇଥାଏ
Example :
ଏହି କାମ ବିଷୟରେ ତା’ର ଅନୁଭବ ଅଛି
Translation in other languages :
The accumulation of knowledge or skill that results from direct participation in events or activities.
A man of experience.