Meaning : ଯାହାଆଡ଼କୁ ଧ୍ୟାନ ଦିଆଯାଇଛି ବା ଯାହାକୁ ଉପେକ୍ଷା କରାଯାଇନାହିଁ
Example :
ଏହା ଏକ ଅନୁପେକ୍ଷିତ ମାମଲା କିନ୍ତୁ ଏହା ଉପରେ ଆହୁରି ଅଧିକ ଧ୍ୟାନ ଦେବା ଆବଶ୍ୟକ
Synonyms : ଅନବହେଳିତ
Translation in other languages :
जिसके तरफ़ ध्यान दिया गया हो या जिसकी उपेक्षा न की गयी हो।
यह अनुपेक्षित मामला है, लेकिन इस पर और अधिक ध्यान देने की आवश्यकता है।