Meaning : ଯାହା କ୍ରମରେ ଅଛି ବା ଯେଉଁଥିରେ କ୍ରମ ରହିଛି
Example :
ପୃଥିବୀ ଉପରେ ଜୀବମାନଙ୍କର କ୍ରମିକ ବିକାଶ ହୋଇଛି
Synonyms : କ୍ରମାନୁସାରୀ, କ୍ରମିକ, ଶୃଙ୍ଖଳାବଦ୍ଧ
Translation in other languages :
जो क्रम से हो या जिसमें क्रम हो।
धरती पर जीवों का क्रमिक विकास हुआ है।In regular succession without gaps.
Serial concerts.