Meaning : ଉପରୁ ତଳ କ୍ରମରେ
Example :
ଅପା ମୋତେ ଶହେରୁ ଏକ ପର୍ଯ୍ୟନ୍ତ ଅନୁଲୋମ ଲେଖାଉଛି
Synonyms : ଅନୁଲୋମ
Translation in other languages :
Meaning : ବସ୍ତୁ, କାମ ବା ଘଟଣାଆଦିର କ୍ରମରେ ଆଗପଛ ହେବାର ଅବସ୍ଥା ବା ଭାବ
Example :
ନିଜ ମଧ୍ୟରେ ଚିଠି ଆଦାନ ପ୍ରଦାନର କ୍ରମ ଭାଙ୍ଗିବା ଉଚିତ ନୁହେଁ
Synonyms : ଅନୁକ୍ରମଣିକା, କ୍ରମ, ଶୃଙ୍ଖଳା
Translation in other languages :
A following of one thing after another in time.
The doctor saw a sequence of patients.