Subscribe
URL of the page has been copied to clipboard.
Meaning : ଯେଉଁ ବ୍ୟକ୍ତିଙ୍କୁ ଉପେକ୍ଷା କରାଯାଇଛି ବା ଯାହାଙ୍କପ୍ରତି ଧ୍ୟାନ ଦିଆ ଯାଇ ନାହିଁ
Example : ସେମାନେ ଜୀବନସାରା ଗରିବ ତଥା ଉପେକ୍ଷିତମାନଙ୍କର ସେବା କରୁଥିଲେ
Synonyms : ଅବଜ୍ଞାତ, ଉପେକ୍ଷିତ
Translation in other languages :हिन्दी
वह व्यक्ति जिसकी उपेक्षा की गई हो या जिस पर ध्यान न दिया गया हो।
Meaning : ଯାହାର ଆଦର ବା ସମ୍ମାନ କରାଯାଇ ନାହିଁ
Example : ଅସମ୍ମାନିତ କବି ସଙ୍ଗୀତ ଆସରରୁ ଉଠି ଚାଲିଗଲେ
Synonyms : ଅସମ୍ମାନିତ, ଉପେକ୍ଷିତ
जिसका आदर या सम्मान न किया गया हो।
Install App