Meaning : ଯାହାର ସୀମା ନାହିଁ
Example :
ସନ୍ଥ ଭଗବାନଙ୍କ ଅସୀମ ଲୀଳାର ଗୁଣଗାନ କରୁଛନ୍ତି ହରି ଅନନ୍ତ,ହରି କଥା ଅଶେଷ
Synonyms : ଅନନ୍ତ, ଅପରିମେୟ, ଅପରିହିତ, ଅପାର, ଅମାପ, ଅମୀତ, ଅସୀମ, ଅସୀମିତ, ସୀମାହୀନ
Translation in other languages :
जिसकी सीमा न हो।
संतजी भगवान की असीम लीला का गुणगान कर रहे हैं।Meaning : ଯାହାର ଆଦି ନ ଥାଏ
Example :
ଶାସ୍ତ୍ର ଅନୁସାରେ ଈଶ୍ୱର ଅନାଦି
Synonyms : ଆଦିହୀନ, ଚିରାଗତ, ପ୍ରାରମ୍ଭହୀନ
Translation in other languages :