Meaning : କାହାର ଅଧୀନ ହେବାର ଅବସ୍ଥା ବା ଭାବ
Example :
ସେ ଏତେ କ୍ରୋଧୀ ଯେ ତାହା ଅଧୀନରେ କାମ କରିବା ମୁସ୍କିଲ
Translation in other languages :
The state of being subordinate to something.
subordinationMeaning : ନିୟମିତ ରୂପେ କୌଣସି କଥାର ଅନୁସରଣ
Example :
ସମୟର ଅଧୀନରେ ଥାଇ ଆଜି ବି ତାଙ୍କର କିଛି ଉତ୍ତର ନାହିଁ
Synonyms : ଆୟତ୍ତ
Translation in other languages :
Meaning : ଯେ ଅଧୀନରେ ରହେ
Example :
ସେହି ବ୍ୟକ୍ତି ସୁଖୀ ଯାହାର ମନ ନିଜର ବଶ୍ୟ
Translation in other languages :
Restrained or managed or kept within certain bounds.
Controlled emotions.Meaning : ଆଜ୍ଞା, ଅଧିକାରଆଦି କ୍ଷେତ୍ରରେ କାହାତଳେ ରହିବା ଲୋକ
Example :
ନିଜ ଅଧୀନ କର୍ମଚାରୀମାନଙ୍କ ସହିତ ମୀରାର ବ୍ୟବହାର ଭଲ ନାହିଁ
Translation in other languages :
Meaning : ନିୟମ,ବିଧି,ସମୟ ଆଦି ନିୟମିତ ରୂପରେ ପାଳନ କରୁଥିବା ବ୍ୟକ୍ତି
Example :
ରାଜା ବ୍ରିଟେନ ସରକାରଙ୍କ ଅଧୀନ ଥିଲେ
Synonyms : ଅନୁଗତ, ଆୟତ୍ତ, ଶାସନାନ୍ତର୍ଗତ
Translation in other languages :
Meaning : ଯେ କାହାରି ବଶରେ ଅଛି
Example :
ଭାରତ ବହୁତ ଦିନଧରି ଇଂରେଜମାନଙ୍କ ଅଧୀନରେ ଥିଲା
Translation in other languages :