Meaning : କୌଣସି ସ୍ଥାନରେ ରହୁଥିବା ବା ବସବାସ କରୁଥିବା ଜୀବ
Example :
ଜଙ୍ଗଲ କାଟିବାରୁ ଜଙ୍ଗଲର ଅଧିବାସୀମାନଙ୍କ ସଂଖ୍ୟା କମିବାରେ ଲାଗିଛି
Translation in other languages :
A plant or animal naturalized in a region.
Denizens of field and forest.Meaning : କୌଣସି ଅନ୍ୟ ଦେଶରେ ଯାଇ ବାସ କରିବା ବ୍ୟକ୍ତି
Example :
ଆରମ୍ଭରେ ଅଧିବାସୀମାନଙ୍କୁ ଅଧିକ ସଂଘର୍ଷ କରିବାକୁ ପଡ଼େ
Translation in other languages :
किसी अन्य देश में जा कर बसने वाला व्यक्ति।
प्रारंभ में अधिवासियों को अधिक संघर्ष करना पड़ता है।