Meaning : ସୌରବର୍ଷ ପୂର୍ଣ୍ଣ କରିବା ପାଇଁ ଯେଉଁ ତିଥି ଯୋଗକରାଯାଏ
Example :
ପ୍ରତି ଚାରି ବର୍ଷରେ ଫେବୃୟାରୀ ମାସରେ ଅଧିଦିନ ଯୋଗକରାଯାଏ
Synonyms : ଅଧିଦିନ
Translation in other languages :
Meaning : ଅଧିବର୍ଷର ଫେବୃଆରୀରେ ଯୋଗ ହେଉଥିବା ଅନ୍ତିମ ଦିନ
Example :
ମାନସୀର ଜନ୍ମ ଅଧିଦିବସରେ ହୋଇଥିଲା
Translation in other languages :