Meaning : ଯାହାକୁ ଅଧିକାର ମିଳିଛି
Example :
ସରକାରଙ୍କ ପ୍ରାଧିକୃତ ନୀତିକୁ କାର୍ଯ୍ୟକାରୀ କରାଯିବା ଆବଶ୍ୟକ
Synonyms : କ୍ଷମତାପ୍ରାପ୍ତ, ପ୍ରାଧିକୃତ
Translation in other languages :
Sanctioned by established authority.
An authoritative communique.Meaning : ଯାହାକୁ ଅଧିଗ୍ରହଣ କରାଯାଇଛି
Example :
ସରକାର ଅଧିଗୃହୀତ ଜମି ଫେରସ୍ତ ଦେବାପାଇଁ କହିଛନ୍ତି
Synonyms : ଅଧିଗୃହୀତ
Translation in other languages :
Meaning : ଯାହାକୁ କୌଣସି କାମ କରିବାର ଅଧିକାର ବା ସତ୍ତ୍ୱ୍ ଦିଆଯାଇଛି
Example :
ଏହି କାମ କରିବାପାଇଁ ପ୍ରବନ୍ଧକ ମୋତେ ଅଧିକାରଭୁକ୍ତ କରିଛନ୍ତି
Synonyms : ଅଧିକାରଭୁକ୍ତ
Translation in other languages :
Given official approval to act.
An accredited college.