Subscribe
URL of the page has been copied to clipboard.
Meaning : ଯାହାକୁ ଚୁଲିରେ ରୋଷେଇ କରିଥିଲେ ମଧ୍ୟ ଠିକ ଭାବରେ ସିଝି ନ ଥାଏ
Example : ଆଜି ତରବର ଯୋଗୁଁ ତରକାରି ଦରସିଝା ରହିଗଲା
Synonyms : ଅପକ୍ୱ, ଅପରିପକ୍ୱ, କଞ୍ଚା, ଦରସିଝା
Translation in other languages :हिन्दी English
जो आँच पर पकाने के बाद भी ठीक से न पका या गला हो।
Insufficiently cooked.
Meaning : ଯାହା ଅଧା କଞ୍ଚା କିମ୍ବା ଅଧା ସିଝା
Example : ସେ ତରବରିଆ ଭାବରେ ଦରସିଝା ଡାଲିକୁ ଚୁଲିରୁ ଓହ୍ଲାଇଦେଲେ
Synonyms : ଅଧାକଞ୍ଚା, ଦରସିଝା
जो आधा कच्चा हो और आधा पका या गला हो।
Install App