Subscribe
URL of the page has been copied to clipboard.
Meaning : ଯାହା କମ୍ ପାଚିଛି
Example : ରାମ ଦରପାଚିଲା ଆମ୍ବ ଖାଉଛି
Synonyms : ଅଧାପାଚିଲା, ଅପରିପକ୍ୱ, ଦରପାଚିଲା
Translation in other languages :हिन्दी English
जो कम पका हुआ हो।
Insufficiently cooked.
Meaning : ଯାହା ଅଧା କଞ୍ଚା କିମ୍ବା ଅଧା ସିଝା
Example : ସେ ତରବରିଆ ଭାବରେ ଦରସିଝା ଡାଲିକୁ ଚୁଲିରୁ ଓହ୍ଲାଇଦେଲେ
Synonyms : ଅଧାସିଝା, ଦରସିଝା
जो आधा कच्चा हो और आधा पका या गला हो।
Install App