Subscribe
URL of the page has been copied to clipboard.
Meaning : କୌଣସି ଏଭଳି ଆଶ୍ଚର୍ଯ୍ୟଜନକ ବା ଅଦ୍ଭୁତ କାମ ବା ବିଷୟ ଯାହା ସାଧାରଣତଃ ଦେଖିହୁଏ ନାହିଁ ଏବଂ ଅଲୌକିକ ଏବଂ ଅସମ୍ଭବ ମନେହୁଏ
Example : ପାଗଳ ବ୍ୟକ୍ତିକୁ ଠିକ୍କରି ସିଦ୍ଧ ମହାତ୍ମା ଚମତ୍କାର କରିଦେଲେ
Synonyms : ଆଶ୍ଚର୍ଯ୍ୟ, କମାଲ୍, ଚମତ୍କାର, ବିସ୍ମୟ
Translation in other languages :हिन्दी English
कोई ऐसा आश्चर्यजनक या अद्भुत कार्य या व्यापार जो साधारणतः देखने में न आता हो और जो अलौकिक और असंभव-सा समझा जाता हो।
Any amazing or wonderful occurrence.
Install App