Subscribe
URL of the page has been copied to clipboard.
Meaning : ଅଧିକ ଦାନ କରୁଥିବା ଲୋକ
Example : ରାଜା ବିକ୍ରମାଦିତ୍ୟଙ୍କ ନାମ ଅତିଦାନୀମାନଙ୍କ ମଧ୍ୟରେ ଗଣାଯାଏ
Synonyms : ଅତିଦାତା
Translation in other languages :हिन्दी
अधिक दान करने वाला व्यक्ति।
Meaning : ଯେ ପ୍ରାୟ ବହୁତ ଅଧିକ ଦାନ ଦିଅନ୍ତି
Example : ଦାନବୀର କର୍ଣ୍ଣଙ୍କ ନାମ ତାଙ୍କ ଦାନବୀରତାପାଇଁ ସମ୍ମାନର ସହିତ ନିଆଯାଏ
Synonyms : ଦାନବୀର
जो सदा बहुत बड़े-बड़े दान करता रहता हो और दान करने से कभी पीछे न हटता हो।
Install App