Subscribe
URL of the page has been copied to clipboard.
Meaning : କମରରେ ପଡ଼ିଥିବା ଧୋତିର ଗଣ୍ଠି
Example : ଖୋସଣିରେ ପଇସା ରଖିବା ତାଙ୍କର ଏକ ଅଭ୍ୟାସ
Synonyms : ଖୋସଣି
Translation in other languages :हिन्दी English
कमर में लिपटी हुई धोती की ऐंठन।
Something less than the whole of a human artifact.
Meaning : ଛୋଟ ବୁଜୁଳି
Example : ଜେଜେ ମାଆ ଅଣ୍ଟି ଖୋଲି ଦଶ ଟଙ୍କା ଦେଲା
Translation in other languages :हिन्दी
छोटा गट्ठा।
Meaning : ଦୁଇ ଆଙ୍ଗୁଠି ମଧ୍ୟରୁ ଗୋଟିକୁ ଅନ୍ୟ ଉପରେ ରଖିବାର କ୍ରିୟା
Example : ଲୋକେ ଖରାପ ପ୍ରଭାବରୁ ରକ୍ଷା ପାଇବାପାଇଁ ଅଣ୍ଟି କରନ୍ତି
दो उँगलियों को एक के ऊपर एक रखने की क्रिया।
Install App