Meaning : ଗତିରେ ଅବରୁଦ୍ଧ ସୃଷ୍ଟି ହେବା
Example :
ଚାଲୁ ଚାଲୁ ଅଚାନକ ମୋ ମଟରସାଇକେଲ୍ ଅଟକି ଗଲା
Synonyms : ଗତିରୋଧ ହେବା, ବନ୍ଦହେବା
Translation in other languages :
गति में अवरोध उत्पन्न होना।
चलते-चलते अचानक मेरी मोटरसाइकिल रुक गई।Meaning : ଶବ୍ଦ ଏବଂ ବର୍ଣ୍ଣ ରହିରହି ଅସ୍ପଷ୍ଟ ଭାବେ ଉଚ୍ଚାରଣ କରିବା ପ୍ରକ୍ରିୟା
Example :
ଛୋଟ ପିଲା ପାଣି ମାଗିବା ସମୟରେ ଖନଉଥିଲା
Translation in other languages :