Meaning : ରୋକିବାର ପ୍ରକ୍ରିୟା
Example :
ସୈନିକମାନେ ଶତ୍ରୁମାନଙ୍କୁ ସୀମାଭିତରେ ପ୍ରବେଶକୁ ରୋକିବାରେ ସଫଳ ହେଲେ
Synonyms : ଗତିରୋଧ କରିବା, ବନ୍ଦକରିବା, ରୋକିବା
Translation in other languages :
Meaning : ଗତିଶୀଳ ବସ୍ତୁର ଗତି ବନ୍ଦ କରିବା
Example :
ଗାଡ଼ି ଆଗରେ ହଠାତ କୁକୁରଟେ ଚାଲିଆସିବାରୁ ଗାଡ଼ି ଚାଳକ ଗାଡ଼ି ଅଟକାଇଲେ
Synonyms : ରୋକିବା
Translation in other languages :
Meaning : କୌଣସି ବସ୍ତୁକୁ କାହା ଉପରେ ସ୍ଥିର କରି ରଖିବା ଯାହାଦ୍ୱାରା ତାକୁ ସହଜରେ ବାହାର କରାଯାଇ ପାରିବନାହିଁ
Example :
ସିପାହିମାନେ ଦଉଡ଼ିର ଫାଶକୁ ଚଟାଣରେ ଅଟକାଇଲେ
Translation in other languages :
Meaning : ଯେପରି କଲେ କୌଣସି କାମ ଅଧା ରହେ
Example :
ତହସିଲଦାର ମୋ ଜମି ସମ୍ବନ୍ଧୀୟ କାମଟି ଝୁଲେଇ ରଖିଛନ୍ତି
Synonyms : ଝୁଲେଇ ରଖିବା
Translation in other languages :
Meaning : କୌଣସି ବସ୍ତୁ ମଝିରେ ଦେଇ ଗତି ରୋକିବା
Example :
ସେ ମୋ ରାସ୍ତାରେ ଠେଙ୍ଗା ରଖିଲା
Translation in other languages :