Meaning : ଗୁପ୍ତ ରୂପରେ ରଖୁଥିବା ଲୋକ
Example :
ଅଜ୍ଞାତ ବ୍ୟକ୍ତିକୁ ଚିହ୍ନତ କରାଗଲା
Translation in other languages :
With your identity concealed.
incognitoMeaning : ଯେ ଲୁଚି ରହିଛି
Example :
ସେ ଏହି ମାମଲା ସମ୍ବନ୍ଧିତ ଏକ ଗୁପ୍ତ କଥା କହିଲେ
Synonyms : ଅପ୍ରକାଶ, ଗୁପ୍ତ, ଲୁଚାଛପା
Translation in other languages :
जो छिपा हुआ हो।
उसने इस मामले से संबंधित एक गुप्त बात बताई।Meaning : ଯାହା ଜ୍ଞାତ ବା ଜଣା ନୁହେଁ
Example :
ଏହା ମୋ ପାଇଁ ଅଜ୍ଞାତ ବିଷୟ ପ୍ରତ୍ୟେକ ଦିନ କୌଣସି ଅଜଣା ବ୍ୟକ୍ତି ତାକୁ ଫୋନ୍ରେ ଧମକ ଦେଉଛି
Translation in other languages :
Meaning : ଯିଏ ପରିଚିତ ନୁହେଁ
Example :
ଯାତ୍ରା କରୁଥିବା ସମୟରେ କୌଣସି ଅପରିଚିତ ବ୍ୟକ୍ତି ଠାରୁ କିଛି ବି ଖାଦ୍ୟବସ୍ତୁ ନନେବା ଉଚିତ୍
Translation in other languages :
Unaware because of a lack of relevant information or knowledge.
He was completely ignorant of the circumstances.