Subscribe
URL of the page has been copied to clipboard.
Meaning : ବିନା ଛୁଁଆ ହୋଇଥିବା
Example : ମାଙ୍କର ସ୍ନେହାସ୍ପର୍ଶରୁ ବଞ୍ଚିତ ମୋହନ ବିଳାପ କଲା
Synonyms : ଅସ୍ପୃଷ୍ଟ, ବଞ୍ଚିତ
Translation in other languages :हिन्दी English
बिना छुआ हुआ।
Not having come in contact.
Meaning : ଯାହାକୁ ଛୁଇଁବା ଠିକ୍ ନୁହେଁ ବା ଯାହା ସ୍ପର୍ଶ କରିବାର ଯୋଗ୍ୟ ନୁହେଁ
Example : ଅଶିକ୍ଷା କାରଣରୁ ଆଜିବି ଗ୍ରାମୀଣ କ୍ଷେତ୍ରରେ କିଛି ଜାତିକୁ ଅସ୍ପୃଶ୍ୟ ବିଚାରକରାଯାଉଛି
Synonyms : ଅଛୁତ, ଅସ୍ପୃଶ୍ୟ
Translation in other languages :हिन्दी
जिसे छूना ठीक न हो या जो स्पर्श करने के योग्य न हो।
Install App