Meaning : ଅନ୍ୟ ସହର ବା ଦେଶରୁ ଆସିଥିବା ବ୍ୟକ୍ତି
Example :
ସେ ଅଜଣା ବ୍ୟକ୍ତିଟିକୁ ସାହାଯ୍ୟ କଲା
Synonyms : ଅଜଣା
Translation in other languages :
Meaning : କାହା ସହିତ ଜଣାଶୁଣା ନହେବା ଅବସ୍ଥା
Example :
ମୁଁ ରାସ୍ତାରେ ଜଣେ ଅପରିଚିତଙ୍କୁ ଭେଟିଲି
Translation in other languages :
Meaning : ଯିଏ ପରିଚିତ ନୁହେଁ
Example :
ଯାତ୍ରା କରୁଥିବା ସମୟରେ କୌଣସି ଅପରିଚିତ ବ୍ୟକ୍ତି ଠାରୁ କିଛି ବି ଖାଦ୍ୟବସ୍ତୁ ନନେବା ଉଚିତ୍
Translation in other languages :
Unaware because of a lack of relevant information or knowledge.
He was completely ignorant of the circumstances.