Subscribe
URL of the page has been copied to clipboard.
Meaning : ଯେଉଁ ଭାଇ ପ୍ରଥମେ ଜନ୍ମ ନେଇଛି
Example : ଶ୍ୟାମର ବଡ଼ଭାଇ ଜଣେ ଅଧ୍ୟାପକ
Synonyms : ଜ୍ୟେଷ୍ଠ ଭ୍ରାତା, ଦାଦା, ନନା, ବଡ ଭାଇ, ଭାଇ, ଭାଇନା
Translation in other languages :हिन्दी English
वह भाई जिसने पहले जन्म लिया हो।
An older brother.
Meaning : ଯେ ପ୍ରଥମେ ଜନ୍ମ ହୋଇଛି
Example : ରାମ ଲକ୍ଷ୍ମଣଙ୍କର ଅଗ୍ରଜ ଥିଲେ
Synonyms : ଜ୍ୟେଷ୍ଠ, ବଡ଼
जो पहले उत्पन्न हुआ हो।
Of the elder of two boys with the same family name.
Install App