Subscribe
URL of the page has been copied to clipboard.
Meaning : ମନ୍ତ୍ର ପଢ଼ି ଦେବତାଙ୍କ ନିମନ୍ତେ କିଛି ନିର୍ଦ୍ଦିଷ୍ଟ ପଦାର୍ଥ ଅଗ୍ନିରେ ଅର୍ପଣ କରିବାର କ୍ରିୟା
Example : ପଣ୍ଡିତେ କହିଲେ ଯେ ଆହୁତି ଦାନର ସମୟ ଗଡ଼ି ଯାଉଛି
Synonyms : ଆହୁତି ଦାନ, ହବନ, ହୋମ
Translation in other languages :हिन्दी English
मंत्र पढ़कर कुछ निश्चित पदार्थ अग्नि में डालने की क्रिया।
The activity of worshipping.
Install App