Meaning : ଯାହା ଖାଇବା ଯୋଗ୍ୟ ନୁହେଁ
Example :
ଏହା ଅଖାଦ୍ୟ ବସ୍ତୁ
Synonyms : ଅନାହାର୍ଯ୍ୟ, ଅଭକ୍ଷ, ଅଭୋଜ୍ୟ
Translation in other languages :
Meaning : କାମ ଲାଗି ଅଯୋଗ୍ୟ ବା ଖାଦ୍ୟ ଲାଗି ଅଯୋଗ୍ୟ
Example :
ଅଖାଦ୍ୟ ବସ୍ତୁକୁ ଫିଙ୍ଗିଦେଉ ନାହଁ କାହିଁକି
Synonyms : ଅସେବ୍ୟ