Subscribe
URL of the page has been copied to clipboard.
Meaning : ଉପକାରର ବିପରୀତ କାମ ବା ଅନୁଚିତ ବା ଖରାପ କାମ
Example : କାହାରି କ୍ଷତି କରନାହିଁ
Synonyms : ଅପକାର, ଅମଙ୍ଗଳ, ଅହିତ, କ୍ଷତି, ନୋକସାନ, ଲୋକସାନ, ହାନି
Translation in other languages :हिन्दी English
उपकार के विपरीत काम या अनुचित या बुरा काम।
A damage or loss.
Meaning : ଯେଉଁଥିରେ କଲ୍ୟାଣ ବା ମଙ୍ଗଳ ହୁଏନାହିଁ
Example : ତୁମର ଏହି କାମରେ ସମସ୍ତଙ୍କର ଅମଙ୍ଗଳ ହିଁ ହେବ
Synonyms : ଅନିଷ୍ଟ, ଅମଙ୍ଗଳ, ଅହିତ
Translation in other languages :हिन्दी
वह जिससे किसी का कल्याण, मंगल या हित न हो।
Install App