ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଏକକରେ ସବୁଠାରୁ ଛୋଟ ଏବଂ ପ୍ରଥମ ପୂର୍ଣ୍ଣ ସଂଖ୍ୟା ବା ଏହାକୁ ଦର୍ଶାଉଥିବା ଅଙ୍କ
ଉଦାହରଣ : ଏକ ଆଉ ଏକ ମିଶି ଦୁଇ ହୁଏ
ସମକକ୍ଷ : ଏକ
ଅନ୍ୟ ଭାଷାରେ ଅନୁବାଦ :हिन्दी English
इकाइयों में सबसे छोटी और पहली पूरी संख्या या इसको दर्शाने वाला अंक।
The smallest whole number or a numeral representing this number.
ଅର୍ଥ : ଶହେ ହଜାର ଥିବା ସଂଖ୍ୟା
ଉଦାହରଣ : ତୁମେ କହିପାରିବ କି ଏକ ଲକ୍ଷ୍ୟରେ କେତୋଟି ଶୂନ୍ୟ ଅଛି?
ସମକକ୍ଷ : 00, 000, 1, ଏକଲକ୍ଷ୍ୟ
सौ हज़ार की संख्या।
The cardinal number that is the fifth power of ten.
ଅର୍ଥ : ଶହେ ଲକ୍ଷ୍ୟ ଥିବା ସଂଖ୍ୟା
ଉଦାହରଣ : ଏକ କୋଟିରେ ଏକ ପରେ ସାତୋଟି ଶୂନ୍ୟ ଅଛି
ସମକକ୍ଷ : 00, 000, 10000000, ଏକକୋଟି
सौ लाख की संख्या।
The number that is represented as a one followed by 7 zeros. Ten million.
ଅର୍ଥ : ଗୋଟିଏ ବା ଗଣତିବେଳେ ଶୂନ୍ୟ ଉପରେ ଏବଂ ଦୁଇରୁ କମ୍
ଉଦାହରଣ : ଏହି କାମ ଗୋଟିଏ ଲୋକ ପକ୍ଷରେ ସମ୍ଭବ ନୁହେଁ
ସମକକ୍ଷ : ଏକ, ଗୋଟିଏ, ଜଣେ
ଅନ୍ୟ ଭାଷାରେ ଅନୁବାଦ :हिन्दी
अकेला या गिनती में शून्य से ऊपर तथा दो से कम।
ସଂସ୍ଥାପନ କରନ୍ତୁ