ଅର୍ଥ : କାର୍ଯ୍ୟକୁ ରୂପରେ ପରିଣତ କରିବା କ୍ରିୟା
ଉଦାହରଣ :
ଶିକ୍ଷା ସମ୍ବନ୍ଧୀୟ ଏହି ଯୋଜନାର କାର୍ଯ୍ୟାରମ୍ଭ ଆସନ୍ତା ମାସରେ ହେବ
ଅନ୍ୟ ଭାଷାରେ ଅନୁବାଦ :
कार्य के रूप में परिणत करने की क्रिया।
शिक्षा संबंधी इस योजना का कार्यान्वयन अगले महीने होगा।The act of implementing (providing a practical means for accomplishing something). Carrying into effect.
effectuation, implementationଅର୍ଥ : କୌଣସି କାର୍ଯ୍ୟର ଆରମ୍ଭ ହେବା ପ୍ରକ୍ରିୟା
ଉଦାହରଣ :
ମୋ ଜେଜେ ଯେଉଁ କାମ ଆରମ୍ଭ କରନ୍ତି ତାକୁ ଶେଷ କରିକି ହିଁ ନିଶ୍ୱାସ ନିଅନ୍ତି
ସମକକ୍ଷ : କାମଆରମ୍ଭ, କାର୍ଯ୍ୟଆରମ୍ଭ
ଅନ୍ୟ ଭାଷାରେ ଅନୁବାଦ :
किसी कार्य के आरंभ होने की क्रिया।
मेरे दादाजी कार्य आरंभ से पहले गणेष जी की पूजा करते हैं।The act of starting something.
He was responsible for the beginning of negotiations.