ଅର୍ଥ : ଗଣିଲାବେଳେ ଏକଚାଳିଶି ସ୍ଥାନରେ ଆସୁଥିବା ସଂଖ୍ୟା
ଉଦାହରଣ :
ସଂସ୍ଥାର ଏକଚତ୍ୱାରିଂଶତ୍ତମ ସ୍ଥାପନା ଦିବସ ବଡ଼ ଧୂମଧାମରେ ପାଳନ ହେଲା
ସମକକ୍ଷ : ଏକଚତ୍ୱାରିଂଶତ୍ତମ
ଅନ୍ୟ ଭାଷାରେ ଅନୁବାଦ :
गणना में एकतालीस के स्थान पर आनेवाला।
संस्था का इकतालीसवाँ स्थापना दिवस बड़े धूम-धाम से मनाया गया।