ଅର୍ଥ : ଗୋଟିଏ କାର୍ବନିକ ଯୌଗିକ ଯାହା ଗନ୍ଧହୀନ, ରଙ୍ଗହୀନ, ସ୍ବାଦରେ ବିଷାକ୍ତ ତଥା ପାଣିରେ ଧୋଇହୋଇଯାଉଥିବା ଘନ ପଦାର୍ଥ
ଉଦାହରଣ :
ନାଇଟ୍ରୋଜେନଯୁକ୍ତ ରାସାୟନିକ ଖାଦ୍ୟ ରୂପେ ୟୁରିଆର ଉପଯୋଗ କୃଷିରେ ହୋଇଥାଏ
ସମକକ୍ଷ : କାର୍ବୋମାଇଡ
ଅନ୍ୟ ଭାଷାରେ ଅନୁବାଦ :
एक कार्बनिक यौगिक है जो गन्धहीन, सफेद, रवेदार जहरीला तथा जल में घुलनशील ठोस पदार्थ है।
यूरिया का उपयोग कृषि में नाइट्रोजनयुक्त रासायनिक खाद के रूप में होता है।