ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ହିଂସା କରିବା ବା ମାରିପକାଉଥିବା ପ୍ରାଣୀ
ଉଦାହରଣ : ଜଙ୍ଗଲରେ ପ୍ରବେଶ କରିବା ପୂର୍ବରୁ ହିଂସକଙ୍କଠାରୁ ରକ୍ଷାପାଇବା ଉପାୟ ବି ଚିନ୍ତା କରିବା ଉଚିତ
ସମକକ୍ଷ : ହିଂସ୍ର, ହିଂସ୍ରକ
ଅନ୍ୟ ଭାଷାରେ ଅନୁବାଦ :हिन्दी
हिंसा करने या मार डालनेवाला प्राणी।
ଅର୍ଥ : ଯେଉଁଥିରେ ହିଂସା ଭାବ ଅଛି
ଉଦାହରଣ : ନାଜିମାନେ ୟୁହୁଦିମାନଙ୍କ ପ୍ରତି ହିଂସାତ୍ମକ ମନୋଭାବ ପୋଷଣକଲେ ବୃଦ୍ଧି ପାଉଥିବା ହିଂସକ ବୃତ୍ତି ମନୁଷ୍ୟକୁ ପଶୁଠାରୁ ମଧ୍ୟ ଅଧିକ ନିକୃଷ୍ଟ କରିଚାଲିଛି
ସମକକ୍ଷ : ନୃଶଂସ, ବର୍ବର, ହିଂସାତ୍ମକ
जिसमें हिंसा हो।
ସଂସ୍ଥାପନ କରନ୍ତୁ