ଅର୍ଥ : ହୃଦୟ ବା ଅନ୍ତରାତ୍ମାରେ ହେଉଥିବା ବା ହୃଦୟ ବା ଅନ୍ତରାତ୍ମାରୁ ବାହାରିଥିବା
ଉଦାହରଣ :
ଆପଣଙ୍କୁ ଭେଟିବାପାଇଁ ମୋର ହାର୍ଦ୍ଦିକ ଇଚ୍ଛା ଥିଲା ମୋ ହାର୍ଦ୍ଦିକ ଶୁଭେଚ୍ଛା ଗ୍ରହଣ କରନ୍ତୁ
ସମକକ୍ଷ :
ସହୃଦୟ
ଅନ୍ୟ ଭାଷାରେ ଅନୁବାଦ :
हृदय या अंतरात्मा में होनेवाला या हृदय या अंतरात्मा से निकला हुआ।
आपसे मिलने की मेरी हार्दिक इच्छा थी।
मेरी हार्दिक बधाई स्वीकार करें।
औरस,
दिली,
रूहानी,
हार्दिक