ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ମାଟି ତିଆରି ଚଉଡ଼ା ମୁହଁଥିବା ମାଠିଆ ଭଳି ଏକ ପାତ୍ର
ଉଦାହରଣ : ଆଟିକାରେ ଦୁଧ, ଦହି ବା ପାଣି ରଖାଯାଏ
ସମକକ୍ଷ : ଆଟିକା
ଅନ୍ୟ ଭାଷାରେ ଅନୁବାଦ :हिन्दी
मिट्टी का बना चौड़े मुँह का एक प्रकार का घड़े जैसा पात्र।
ଅର୍ଥ : ମାଟିରେ ତିଆରି ଏକ ବାସନ
ଉଦାହରଣ : ହାଣ୍ଡିରେ ଦୁଧ ରଖାଯାଏ
ସମକକ୍ଷ : ଆଟିକା, ଘଡ଼ି
मिट्टी का बना एक बरतन।
ସଂସ୍ଥାପନ କରନ୍ତୁ