ଅର୍ଥ : ହାତୀ ପିଠି ଉପରେ ପଡ଼ିଥିବା ଚାନ୍ଦୁଆଯୁକ୍ତ ହାଉଦା
ଉଦାହରଣ :
ହାତୀକୁ ସଜ କରାଯାଇଥିଲା ଏବଂ ରାଜା ହାତୀ ପିଠି ଉପରେ ପଡ଼ିଥିବା ହାଉଦା ଉପରେ ବସିଥିଲେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ହାତୀ ପିଠି ଉପରେ ବନ୍ଧା ଯାଉଥିବା କାଠଫ୍ରେମ୍ ଯାହା ଉପରେ ଲୋକେ ବସନ୍ତି
ଉଦାହରଣ :
ହାତିଆଳ ହାତୀପିଠିରୁ ହାଉଦା ଓହ୍ଲାଇଲାପରେ ତାକୁ ହାତୀଶାଳାରେ ବାନ୍ଧିଦେଲା
ଅନ୍ୟ ଭାଷାରେ ଅନୁବାଦ :