ଅର୍ଥ : ଏକ ରଙ୍ଗହୀନ,ଗନ୍ଧହୀନ ଏବଂ ଦ୍ୱି-ଆଣବିକ ଜ୍ୱଳନଶୀଳ ଗ୍ୟାସ୍
ଉଦାହରଣ :
ହାଇଡ୍ରୋଜେନ୍ ଓ ଅକ୍ସିଜେନ୍ ଗ୍ୟାସର କ୍ରିୟାର ମିଶ୍ରଣରେ ଜଳ ତିଆରି ହୁଏ
ସମକକ୍ଷ : ଉଦ୍ଜାନ
ଅନ୍ୟ ଭାଷାରେ ଅନୁବାଦ :
A nonmetallic univalent element that is normally a colorless and odorless highly flammable diatomic gas. The simplest and lightest and most abundant element in the universe.
atomic number 1, h, hydrogen